Info
💐ପ୍ରଣାମ ଓଡ଼ିଶା, ପ୍ରଣାମ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ବନ୍ଧୁଗଣ ।ଲକ୍ଷ୍ୟ ଏକ ,ମାଧ୍ୟମ ଅନେକ ,ଏହି ମାଧ୍ୟମ ଜରିଆରେ କିଛି ଖୁସି ,ଆନନ୍ଦ ଓ କିଛି ଖଟା ମିଠା କୌତୁହଳର ସମହାରରେ ଗଠିତ ଯାତ୍ରା ଜଗତର ଅଭିନ୍ନବ ଦୃଶ୍ୟକୁନେଇ ଆପଣଙ୍କ ନିକଟରେ ପହଁଚିବା ଆମର ଲକ୍ଷ୍ୟ ।💐
ଯାତ୍ରା ଦୁନିଆ ଓଡ଼ିଶାର କଳା ସଂସ୍କୃତିର ଏକ ଅଭିନ୍ନବ ଅଂଶ ।ଦୈନିକ ସଠିକ ସମୟରେ ଆପଣଙ୍କ ନିକଟରେ ପହଂଚିବୁ ଯାତ୍ରା ଦୁନିଆର କିଛି ଅଂଶବିଶେଷ ଦୃଶ୍ୟମାନ ଛବି ସହିତ ।👌
ସମ୍ପର୍ଣ୍ଣ ନହେଲେ ମଧ୍ୟ ଆଂଶିକ ମନରଞ୍ଜନର ଖୁରାଖ ଯୋଗାଇବାକୁ ଚେଷ୍ଟାକରିବୁ ।💐
ଏଣୁ ଆପଣମାନେ ଆମକୁ ପୂର୍ଣ୍ଣ ସହଯୋଗ କରିବା ଆମର ଏକାନ୍ତ କାମ୍ୟ ,ରହୁଛୁ ।
👍 ।। ଜୟ ଜଗନ୍ନାଥ ।।👍
Tags
Stats
Joined Invalid Date
0 total views
Featured video