Info
ନମସ୍କାର ବନ୍ଧୁଗଣ,
ମୁଁ Tungu Gagarai
ଆପଣ ମାନଙ୍କୁ ମୋର YOUTUBE CHANNEL ( TUNGU STAR ) ମୋର ଏହି ଚ୍ୟାନେଲ ରେ ଆପଣ ମାନେ ODIA SHORT VIDEO AND SAMBALPURI SHORT VIDEO VS ODIA MUSIC AND SAMBALPURI MUSIC ଗୁଡ଼ିକ ମଧ୍ୟ ଦେଖିବାକୁ ପାଇବ। ଏମିତି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ମୁଁ ଆପଣଙ୍କ ଆଦିବାସୀ ଲୋକ ମାନଙ୍କର ଖାଦ୍ୟ ପେୟ ନାଚ ଗୀତ ଏବଂ ସେମାନଙ୍କର ସାମାଜିକ ପର୍ବ ପର୍ବାଣୀ ବିଷୟରେ ଦେଖାଇବାକୁ ଚାହୁଁଚି ଆପଣମାନେ ମୋତେ ସହଯୋଗ କରନ୍ତ। ଏବଂ LIKE SHARE ଆଉ SUBSCRIBE କରନ୍ତୁ।
ଆପଣ ମାନଙ୍କର ଭଲ ପାଇବା ରହିଲେ ଆମେ ଏମିତି ଆହୁରି ଭଲ ଭିଡିଓ କରିକି ଆପଣ ମାନଙ୍କର ପାଖକୁ ନେଇ ଆସିବୁ।
THANK YOU SO MUCH TO VISIT MY CHANNEL . HAVE A GOOD TO DAY .
DISTRICT - THAKRURMUNDA . MAYURBHANJ (ODISHA )
VILLAGE - KESHIDHA .
MOBILE NUMBER = 8093385842
ସମସ୍ତଙ୍କୁ ମୋର ଧନ୍ୟବାଦ୍।
🙏🙏🙏🙏🙏🙏🙏🙏............ 😘❤️💞
Stats
Joined Invalid Date
0 total views